ରତ୍ନଭଣ୍ଡାରର ଯାଞ୍ଚ୍‌-ନିରୀକ୍ଷଣ ଶେଷ
by Argus News
Wed, Sep 18 | 6:01 p.m.

ପୁରୀ:  ନିରୀକ୍ଷଣ ଓ ଯାଞ୍ଚ ଶେଷ। ଏଏସଆଇ ଅତରିକ୍ତ ଡିଜି ସାମିଲ। ଲେଜର ସ୍କାନିଂ ହୋଇଛି। ତିନିଘଣ୍ଟା ଧରି ପରୀକ୍ଷଣ ଚାଲିଥିଲା। ଭିତର ରତ୍ନଭଣ୍ଡାରକୁ ଲେଜର ସ୍କାନିଂ କରିଛନ୍ତି। ଫିଜିକାଲ୍ ଯାଞ୍ଚ ହୋଇଛି। କାନ୍ଥ ଓ ଚଟାଣ ଦେଖାହୋଇଛି। ଆହୁରି ରାଡାର ସର୍ଭେ ଆବଶ୍ୟକ। ଆଉଥରେ ସର୍ବେକ୍ଷଣ କରିବେ। ସର୍ବେକ୍ଷଣ ପରେ ରିପୋର୍ଟ ଦେବେ। ଏକ୍ସପୋର୍ଟ ମାନଙ୍କ ମତାମତ ନିଆଯିବ। 17-ଜଣିଆ ଟେକ୍ନିକାଲ୍ କମିଟି ଅନୁଧ୍ୟାନ କରିଥିଲେ।

NGRI ଟିମ୍ ସଦସ୍ୟ ଅରୁଣ ପାଣ୍ଡୃଙ୍କ ପ୍ରତିକ୍ରିୟା । ସମସ୍ତ ଯାଞ୍ଚର ଡକୁମେଣ୍ଟଟେସନ ହୋଇଛି। NGRI ଟିମ୍ ଖୁବଶୀଘ୍ର ଜିପିଆର ସର୍ଭେ କରିବେ। ଲେଜର ସ୍କାନିଂ ରିପୋର୍ଟ ଖୁବଶୀଘ୍ର ଆସିବ। ତଦାରଖ କମିଟି ଅଧକ୍ଷ ଜଷ୍ଟିସ ରଥଙ୍କ ପ୍ରତିକ୍ରିୟା। ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହେବ। ଜିପିଆର ସର୍ଭେ ମେସିନ୍ ଖୁବଶୀଘ୍ର ଆସିଡ଼। ଟିମ୍ କୁ ଅନୁରୋଧ କରିଛୁ 25 ତାରିଖ ଭିତରେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହେବ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ